ଓସ୍‌ଡମାର ଖରା ସତର୍କତା : ଏଥର ବି ରେକର୍ଡ ତାତି

ଭୁବନେଶ୍ୱର: ରାଜଧାନୀରେ ସବୁଠୁ ଅଧିକ ଗରମ ଅନୁଭୂତ ହେଉଥିବା ୧୩ଟି ଅଞ୍ଚଳକୁ ଓସ୍‌ଡମା ଚିହ୍ନଟ କରିଛି। ଏହି ୧୩ଟି ସ୍ଥାନରେ ଆସନ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ଓସ୍‌ଡମା ବିଏମ୍‌ସିକୁ ଜଣାଇଛି। ଏହାପରେ ବିଏମ୍‌ସି ପକ୍ଷରୁ ଏନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଓସ୍‌ଡମାର ସୂଚନା ଅନୁଯାୟୀ, ପ୍ରତିବର୍ଷ ଖରାଦିନେ ରାଜଧାନୀର ତାତି ରେକର୍ଡ ଭାଙ୍ଗି ଚାଲିଛି। ହେଲେ ରାଜଧାନୀର ଏମିତି କିଛି ସ୍ଥାନ ଅଛି ଯେଉଁଠି … Continue reading ଓସ୍‌ଡମାର ଖରା ସତର୍କତା : ଏଥର ବି ରେକର୍ଡ ତାତି